www.samajalive.in
Thursday, December 11, 2025
26.1 C
Bhubaneswar

ଜାଣନ୍ତୁ କେଉଁ ରାଶିର ପୁଅ ଉତ୍ତମ ଜୀବନସାଥୀ ଅଟନ୍ତି

ମିଥୁନ: ଏହି ରାଶିର ପୁଅମାନେ ସାଧାରଣତଃ ମଜାଳିଆ ଓ ଦୃଢ ଅଟନ୍ତି । ଏହା ସହ ସେମାନେ ବହୁତ ଇଶ୍ବର ବିଶ୍ବାସି ହୋଇଥାଅନ୍ତି । ଏମାନେ ଗୁରୁଜନଙ୍କୁ ସମ୍ମାନ ଦେବା ସହ ଭକ୍ତି ମଧ୍ୟ କରିଥାଆନ୍ତି । ଏହି ରାଶି ପୁରୁଷମାନେ ଭରସଯୋଗ୍ୟ ହେବା ସହ ସମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥାଆନ୍ତି । ଏହି ରାଶିର ପୁରୁଷଙ୍କୁ ବିବାହ କଲେ ବୈବାହିକ ଜୀବନ ସ୍ଥିର, ଦୀର୍ଘାୟୁ ଓ ଆକର୍ଷଣୀୟ ହୋଇଥାଏ ।

କର୍କଟ: କର୍କଟ ରାଶିର ପୁରୁଷମାନେ ପରିବାର ପ୍ରିୟ ଅଟନ୍ତି । ଏମାନେ ଉତ୍ତମ ସ୍ବାମୀ ଓ ପିତା ହୋଇଥାନ୍ତି । ଏମାନେ ଇଶ୍ବର ଭକ୍ତ ହେବା ସହ ଅନ୍ୟମାନଙ୍କ ଭାବନାଙ୍କୁ ଭଲ ଭାବରେ ବୁଝିଥାନ୍ତି । ଏହି ରାଶିର ପୁରୁଷମାନେ ନିଜ ପିଲାକୁ ନୌତିକ ଶିକ୍ଷା ପ୍ରଦାନ କରିଥାଆନ୍ତି । ଫଳରେ ସେମାନଙ୍କ ପିଲା ଭବିଷ୍ୟତରେ ଉତ୍ତମ ମଣିଷ ହୋଇଥାନ୍ତି । ଏହି ରାଶିର ପୁରୁଷଙ୍କ ବିବାହ କରିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ଦୀର୍ଘଜୀବୀ ହୋଇଥାଏ ।

- Advertisement -

ତୁଳା: ଯଦି ଆପଣ ଦାୟିତ୍ଵବାନ ମହିଳା ତେବେ ଆପଣ ତୁଳା ରାଶିର ପୁରୁଷଙ୍କୁ ବିବାହ କଲେ ବହୁତ ଉତ୍ତମ ଅଟେ । ଜ୍ୟେତିଷଶାସ୍ତ୍ର ଅନୁଯାୟୀ ତୁଳା ରାଶିର ପୁରୁଷମାନେ ନିଜ ଜୀବନସାଥୀଙ୍କୁ ବହୁତ ସମର୍ଥନ ଜଣାଇ ଥାଆନ୍ତି । ଯାହା ଦ୍ବାରା ସେମାନଙ୍କ ପତ୍ନୀ ଉଚ୍ଚ ପଦସ୍ଥ ପାଇବା ସହ ଉଚ୍ଚ ପ୍ରଂଶସିତ ହୋଇଥାନ୍ତି । ଏହି ରାଶି ଲୋକମାନେ ସମ୍ପକକୁ ଦୃଢ ରଖିବା ପାଇଁ ନିଜ ଜୀବନସାଥୀଙ୍କୁ ବହୁତ ଭଲ କଥା କହିଥାନ୍ତି ।

ବିଛା: ଏହି ରାଶିର ପୁରୁଷମାନେ ସୃଜନଶୀଳତା ଅଟନ୍ତି । ସେମାନେ ନିଜ ଜୀବନସାଥୀକୁ ଖୋଲା ହୃହୟରେ ଭଲ ପାଆନ୍ତି ଓ ସବୁ କଥାରେ ସମର୍ଥନ କରିଥାନ୍ତି । ସେ ନିଜର ଜୀବନ ସାଥୀର ଗୋପନୀୟତାକୁ ବଜାଇ ରଖନ୍ତି ଏବଂ ଭରସାଯୋଗ୍ୟ ହୋଇଥାଆନ୍ତି ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories