ପାପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂମିକମ୍ପ

0

ସିଡ୍‌ନୀ : ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ପାପୁଆ ନିଉ ଗିନିରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା। ଏହାସତ୍ତ୍ୱେ ସେଠାରେ ସୁନାମି ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ। ଭୂମିକମ୍ପ ଜନିତ କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Leave A Reply