ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା: କୋରିୟର ସଂସ୍ଥା କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଟିମର ପଚରାଉଚୁରା

0

କଟକ: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅନୁସନ୍ଧାନ ଲାଗି କ୍ରାଇମବ୍ରାଞ୍ଚର ଦୁଇଜଣିଆ ଦଳ ମଙ୍ଗଳବାର ରାୟପୁରରେ ପହଞ୍ଚିଛନ୍ତି। ସେଠାରେ ସ୍କାଏ କିଙ୍ଗ କୋରିୟର ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ ଟିମ୍। ଅପରପକ୍ଷେ କ୍ରାଇମବ୍ରାଞ୍ଚର ଅନ୍ୟ ୩ ଅଧିକାରୀ ପାଟଣାଗଡରେ ତଦନ୍ତ ଜାରି ରଖିଛନ୍ତି।

Leave A Reply