mission shakti banner

ନାଟକୀୟ ଢଙ୍ଗରେ ଜୁଆଡିଙ୍କୁ ଗିରଫ କଲା ପୁଲିସ୍

BSKY banner  750×100
0

କଟକ : ନାଟକୀୟ ଢଂଗରେ ବନ୍ଧୁକ ଫୁଟାଇ ମହାନଦୀ ପଠାରୁ ଜୁଆଡିଆଙ୍କୁ ଚାଉଳିଆଗଞ୍ଜ ପୂଲିସ୍ ଗିରଫ କରିବାରେ ସଫଳ ହୋଇଛି । ଏହି ଅପ୍ରେସନ୍ ପାଇଁ ପୁଲିସକୁ ଗାଈଗୋରୁ ଚରାଇବା ପାଇଁ ପଡିଥିଲା ।

Leave A Reply