BSKY banner  750×100

ଜେଲରେ ଥିବା କଏଦୀର ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି

nua o banner
0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ଏହି ଚିଠିଟି ଛତିଶଗଡ଼ ବିଳାସପୁରର କେନ୍ଦ୍ରୀୟ ଜେଲ୍‌ରୁ ଆସିଥିବା ଜଣାପଡିଛି। ଚିଠିଟି ପୁଷ୍ପେନ୍ଦ୍ର ଚୌଧୁରୀ ନାମକ ଜଣେ କଏଦୀ ପଠାଇଥିବାର ସୂଚନା ମିଳିଛି। ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ତେବେ ସେ କାହିଁକି ଏପରି ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛି ତାହାର କାରଣ ଅସ୍ପ​‌ଷ୍ଟ ରହିଛି। ଏପରି ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଛତିଶଗଡ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ତେବେ ଏନେଇ ବିଳାସପୁର ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

Leave A Reply