ରାଉରକେଲା: ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିରେ ଜଣେ ଅଭିଯୁକ୍ତ ହେମନ୍ତ କୁମାର ଦାସକୁ ଗିରଫ କରାଯାଇଛି। ତା ନିକଟରୁ ୨୦କେ.ଜି ଗଞ୍ଜେଇ ଜବତ କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆମ୍ବାଗାନ ନିକଟ ଅଭିରାମପଲ୍ଲୀରେ ଚଢାଉ କରାଯାଇଥିଲା। ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ ହୋଇଛି।
Popular Categories



