www.samajalive.in
Tuesday, December 9, 2025
15.1 C
Bhubaneswar

କଲକାତାର ବାଗ୍ରି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

କଲକାତା: କଲକାତା କାନିଂ ଷ୍ଟ୍ରିଟ୍‍ ସ୍ଥିତ ବାଗ୍ରି ମାର୍କେଟ୍‍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଅାଁ ଲିଭାଇବା ପାଇଁ ୩୦ଟି ଦମକାଳ ଗାଡ଼ି ନିୟୋଜିତ ରହିଛି। ସଦ୍ୟତମ ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ।
ଉକ୍ତ ଅଞ୍ଚଳରେ ଅଧିକ ସଂଖ୍ୟାରେ କୋଠାବାଡ଼ି ପାଖାପାଖି ଥିବାରୁ ନିଅାଁକୁ ଆୟତ୍ତ କରିବା କଷ୍ଟକର ବୋଲି କଲକାତା ମେୟର ଶୋଭନ ଚାଟ୍ଟାର୍ଜୀ କହିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଏମ ଜି ରୋଡ୍‍-ପୋଦ୍ଦର କୋର୍ଟ ଏବଂ ବ୍ରାବୋର୍ଣ୍ଣ ରୋଡ୍‍-ରବୀନ୍ଦ୍ର ସାରଣୀ ମଧ୍ୟରେ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି।
କଲକାତାରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। କିଛି ଦିନ ପୂର୍ବରୁ କଲକାତା ମାଝେରହାଟ ବ୍ରିଜ୍‍ ଭୁଶୁଡ଼ି ପଡ଼ିôଥିଲା। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories