www.samajalive.in
Friday, December 12, 2025
14.1 C
Bhubaneswar

ଗୋଲାପି ଓ ଉଜ୍ଵଳ ତ୍ଵଚା ପାଇଁ ଲଗାନ୍ତୁ ବିଟ୍ ଫେସପ୍ୟାକ୍

ଜାଣନ୍ତୁ, ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍

ଆବଶ୍ୟକୀୟ ସାମଗ୍ରୀ; ବିଟ୍ ଜୁସ୍ ୨ ଚାମଚ, ବସା ଦହି ୧ ଚାମଚ, ଲେମ୍ବୁ ରସ ୧ ଚାମଚ, ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ

- Advertisement -

ପ୍ରସ୍ତୁତି: ପ୍ରଥମେ ବିଟ୍ କୁ କୋରି(ଗ୍ରେଟେଡ୍) ସେଥିରୁ ଜୁସ୍ ବାହାର କରି ୨ ଚାମଚ ନିଅନ୍ତୁ । ଦହି ନେଇ ଏକ କପାଡା ସାହାର୍ଯ୍ୟରେ ସେଥିରୁ ପାଣି ବାହାର କରି ଦିଅନ୍ତୁ ଏବଂ ମୋଟାକୁ ବିଟ୍ ଜୁସରେ ମିଶାନ୍ତୁ । ଏବେ ସେଥିରେ ଏକ ଚାମଚ ଲେମ୍ବୁ ରସ ଓ ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ ମିଶାଇ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ ।

ମୁହଁକୁ ଭଲ ଭାବରେ ସଫା କରି ବା ଧୋଇ ଏହି ପ୍ୟାକ୍ କୁ ଲଗାନ୍ତୁ। ବେକ ଓ ହାତରେ  ମଧ୍ୟ ଏହି ପ୍ୟାକକୁ ଲଗାଇବେ । ପ୍ୟାକ୍ ଲଗାଇବାର ୧୫ ମିନିଟ୍ ପରେ ନଖ ଉଷୁମ ପାଣି ବା ଖାଲି ପାଣିରେ ଧୋଇ ହୋଇ ପଡିବେ । ଦେଖିବେ ଆପଣଙ୍କ ତ୍ଵଚା ସାଙ୍ଗେ ସାଙ୍ଗେ ଗୋଲାପି ରଙ୍ଗ ସହ ଉଜ୍ଵଳ ଦେଖାଯିବ।ଏହି ପରି ୭ରୁ ୮ ଥର କରିବା ପରେ ନଜି ଚେହେରାରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିପାରିବେ ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories