www.samajalive.in
Monday, December 8, 2025
27.1 C
Bhubaneswar

ଏଥର ହୋଲିରେ ୧୦୦ ବର୍ଷ ପରେ ତ୍ରିଗ୍ରହୀ ଯୋଗ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ଧନର ହେବ ବର୍ଷା..

ଚଳିତ ବର୍ଷ ଶୁକ୍ରବାର ଦୋଳ ଓ ତା’ପର ଦିନ ହୋଲି ପର୍ବ ପାଳନ କରାଯାଉଛି। ଚଳିତ ବର୍ଷର ହୋଲି ଖୁବ୍‌ ଖାସ୍‌। ହୋଲିରେ ସୂର୍ଯ୍ୟ, ବୁଧ ଓ ଶନି ମୀନ ରାଶିରେ ଏକାଠି ହେବାକୁ ଯାଉଛନ୍ତି। ହୋଲିରେ ଏହି ତ୍ରିଗ୍ରହୀ ଯୋଗ ପ୍ରାୟ ୧୦୦ ବର୍ଷ ପରେ ହେବାକୁ ଯାଉଛି। ୧୦୦ ବର୍ଷ ପରେ ହୋଲିରେ ହେବାକୁ ଯାଉଥିବା ଏହି ତ୍ରିଗ୍ରହୀ ଯୋଗ କେଉଁ କେଉଁ ରାଶି ବ୍ୟକ୍ତି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇ ଦେବ ଜାଣନ୍ତୁ..

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଯୋଗ ଖୁବ୍‌ ଖାସ୍‌ ହେବାକୁ ଯାଉଛି। କର୍ମକ୍ଷେତ୍ର ଓ ବ୍ୟବସାୟରେ ଶୁଭ ସଙ୍କେତ ଦେଉଛି । ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ।

- Advertisement -

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ। ବ୍ୟବସାୟରେ ବୃଦ୍ଧି ହେବ। ନୂଆ କାମ ଆରମ୍ଭ କରିବେ। ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର।

ମୀନ- ଚାକିରି ଓ ବ୍ୟବସାୟରେ ଶୁଭଫଳ ମିଳିବ। ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବ। ମାନ-ସମ୍ମାନ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..

ଦେଖନ୍ତୁ ଭିଡିଓ ; ବାଛୁରୀ ଦେହରେ ଗୁଡାଇ ହୋଇ ରହିଲା ବିଷାକ୍ତ ସାପ

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories