ହରଭଙ୍ଗା : ହରଭଙ୍ଗା ବ୍ଲକ ଦୁର୍ଗମ ତଳଗାଁ ପଞ୍ଚାୟତ ଅନ୍ତର୍ଗତ ବଡ଼କୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଠିକଭାବେ ହେଉନଥିବା ପ୍ରତିବାଦରେ ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତା ଏବଂ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପ୍ରଧାନଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକଙ୍କୁ ସେମାନେ ବଦଳି ଦାବି କରିଛନ୍ତି।
ଏଥର ହୋଲିରେ ୧୦୦ ବର୍ଷ ପରେ ତ୍ରିଗ୍ରହୀ ଯୋଗ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ଧନର ହେବ ବର୍ଷା..



