ଦେଖନ୍ତୁ ଭିଡିଓ ; ବାଛୁରୀ ଦେହରେ ଗୁଡାଇ ହୋଇ ରହିଲା ବିଷାକ୍ତ ସାପ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓ ଦେଖିଲେ ଆପଣଙ୍କୁ ମଧ୍ୟ ଭୟଭୀତ ଲାଗିବ । View this post on Instagram A post shared by Vivek Kumar (@vivek_choudhary_snake_saver) ଭିଡିଓରେ ଦେଖିପାରିବେ, ଏକ ବିଷାକ୍ତ ସାପ ବାଛୁରୀଟି ଦେହରେ ସମ୍ପୂର୍ଣ୍ଣ … Continue reading ଦେଖନ୍ତୁ ଭିଡିଓ ; ବାଛୁରୀ ଦେହରେ ଗୁଡାଇ ହୋଇ ରହିଲା ବିଷାକ୍ତ ସାପ