www.samajalive.in
Monday, December 15, 2025
16.1 C
Bhubaneswar

ସମ୍ବଲପୁର ଡବଲ ମର୍ଡର : ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ସମ୍ବଲପୁର : ସମ୍ବଲପୁର କଣ୍ଟାପାଲିରେ ହାଇଓ୍ବା ମଡାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ସତ ଓଗାଳିବ ଅଭିଯୁକ୍ତ। ଆଜିଠୁ ଅଭିଯୁକ୍ତ ଡ୍ରାଇଭରକୁ ୩ ଦିନିଆ ରିମାଣ୍ଡରେ ନେଇ ପୁଲିସ୍ ଜେରା କରିବ।  ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଛି। କେତେବେଳେ  ସେ ଜାଣିଶୁଣି କିଛି କରି ନଥିବା କହୁଥିବାବେଳେ ଅନ୍ୟ ଗାଡ଼ି ସହ ଝଗଡ଼ା ହୋଇଥିବାରୁ ଏହି ଗାଡ଼ିକୁ ଧକ୍କା ଦେଇଥିବା ପରି ବକ୍ତବ୍ୟ ବେଳେବେଳେ ଦେଉଛି। ଏହା ସହ ଆଖି ଲାଗି ଯାଇଥିବା, ଗାଡ଼ି ଭାରସାମ୍ୟ ହରାଇଥିବା ପରି ବାରମ୍ବାର ବୟାନ ବଦଳାଉଛି। ତେଣୁ ତା ମୁହଁରୁ ଗୋଟି ଗୋଟି ସତ ବାହାର କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା। ହେଲେ ୩ ଦିନ ରିମାଣ୍ଡ ପାଇଁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories