www.samajalive.in
Friday, December 5, 2025
17.1 C
Bhubaneswar

ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା: ଅଦ୍ଭୁତ ତ୍ରିଗ୍ରହୀ ଯୋଗ, ଏହି ରାଶି ହଠାତ୍‌ ହେବେ ମାଲାମାଲ୍‌, ମିଳିବ ବଡ ସଫଳତା, କିଣିବେ ଘର, ଗାଡି..

ଜୁନ୍‌ ୬ରେ ନିର୍ଜଳା ଏକାଦଶୀ ଦିନ ବୁଧ ଗ୍ରହ ଚଳନ କରିବାକୁ ଯାଉଛନ୍ତି । ବୁଧଙ୍କ ଚଳନ ପରେ ଅଦ୍ଭୁତ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ, ବ୍ୟବସାୟ, ବାଣୀ, ବୁଦ୍ଧିର କାରକ ବୁଧ ଚଳନ କରିବେ । ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ ଓ ବୁଧ ଚଳନ ମିଥୁନ ରାଶିରେ ହିଁ ହେବାକୁ ଯାଉଛି ।

ବୁଧ ମିଥୁନ ରାଶିରେ ଚଳନ କରିବା ପରେ ତ୍ରିଗ୍ରହୀ ଯୋଗ ହେବ । ଏହା ଖୁବ୍‌ ଖାସ୍‌ । ମିଥୁନ ରାଶିରେ ପୂର୍ବରୁ ହିଁ ସୂର୍ଯ୍ୟ ଓ ଗୁରୁ ରହିଛନ୍ତି । ସୂର୍ଯ୍ୟ ଆତ୍ମବିଶ୍ୱାସ, ଯଶ ଓ ସଫଳତା ପ୍ରଦାନ କରି ଥାନ୍ତି । ଗୁରୁ ସୁଖ-ସମୃଦ୍ଧି ଓ ସୌଭାଗ୍ୟ ପ୍ରଦାନ କରି ଥାନ୍ତି । ଏଭଳି ସ୍ଥିତିରେ ବୁଧ ନିଜ ସ୍ୱୟଂ ରାଶି ମିଥୁନ ରାଶିରେ ସୂର୍ଯ୍ୟ ଓ ଗୁରୁଙ୍କ ସହ ମିଶି ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଜାଣନ୍ତୁ ସେହି ସୌଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

ବୃଷ- ଏହି ରାଶିଙ୍କ ପାଇଁ ସମୟ ବେଶ ଅନୁକୂଳ । ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବଡ ଲାଭ ମିଳିବ । ବଡ କାମରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

କନ୍ୟା- ବଡ ସଫଳତା ମିଳିବ । ପଦନ୍ନୋତିର ଇଚ୍ଛା ପୂରଣ ହେବ । ବ୍ୟବସାୟରେ ବୃଦ୍ଧି, ନୂଆ ଚାକିରିର ଯୋଗ ରହିଛି । ସଫଳତା ମିଳିବ । ହଠାତ୍‌ ଯାନ କିମ୍ବା ଭୂମି କିଣିବାର ଯୋଗ ରହିଛି ।

ତୁଳା- ଧନ ଲାଭ ହେବ । ଅଟକି ଥିବା କାମ ପୂରଣ ହେବ । ଧନ ସହ ଜଡିତ ଯୋଜନା ସଫଳ ହେବ । ଘରେ ସୁଖଶାନ୍ତିର ବାତାବରଣ ରହିବ ।

ମୀନ- ଶୁଭଫଳ ପ୍ରାପ୍ତି ହେବ । ଉନ୍ନତି ହେବ । ଦାୟିତ୍ୱ ବୃଦ୍ଧି ହେବ । ନୂଆ ଘର, ଗାଡି କିଣିବାର ଯୋଗ ରହିଛି । ସମ୍ପର୍କରେ ମଧୁରତା ରହିବ ।

ଆସିଗଲା ଭିଭୋର ଏହି ଜବରଦସ୍ତ ଫୋନ୍‌ ; ଆକର୍ଷଣୀୟ ଲୁକ୍‌ ସହ ଦମ୍‌ଦାର୍‌ ଫିଚର

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories