ଆସିଗଲା ଭିଭୋର ଏହି ଜବରଦସ୍ତ ଫୋନ୍‌ ; ଆକର୍ଷଣୀୟ ଲୁକ୍‌ ସହ ଦମ୍‌ଦାର୍‌ ଫିଚର

ନୂଆଦିଲ୍ଲୀ : ଭିଭୋ ଏସ୩୦ ଓ ଭିଭୋ ଏସ୩୦ ପ୍ରୋ ମିନି ଲଞ୍ଚ ହୋଇ ସାରିଛି। ଏହି ୨ଟି ଫୋନ୍‌ର ଡିଜାଇନ୍‌ ଆଇଫୋନ୍‌ ୧୬ ଭଳି । ଏହା ବ୍ୟତୀତ ଏସ ସିରିଜ୍‌ର ଏହି ଫୋନ୍‌ ୬,୫୦୦ ଏମଏଏଚର ଦମ୍‌ଦାର୍‌ ବ୍ୟାଟେରୀ ସହ ଜବରଦସ୍ତ ଫିଚର୍‌ ସହ ଆସୁଛି । ଏହାସହ ଏଥିରେ ମିଡିଆ ଟେକ୍‌ର ଲାଟେଷ୍ଟ ଫ୍ଲାଗସିପ୍ ପ୍ରୋସେସର ବ୍ୟବହୃତ ହୋଇଛି। ଭିଭୋ ଏସ୩୦ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ୧୨ ଜିବି … Continue reading ଆସିଗଲା ଭିଭୋର ଏହି ଜବରଦସ୍ତ ଫୋନ୍‌ ; ଆକର୍ଷଣୀୟ ଲୁକ୍‌ ସହ ଦମ୍‌ଦାର୍‌ ଫିଚର