www.samajalive.in
Friday, December 5, 2025
20.1 C
Bhubaneswar

ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ

ଜୁଲାଇ ମାସ ନିଜ ସହ ଗୁରୁ ଗ୍ରହ ଓ ଶନିଙ୍କ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ନ୍ୟାୟର ଦେବତା ଶନି ଦେବତା ରାଶି ପରିବର୍ତ୍ତନ କରିବେ । ଦେବଗୁରୁ ବୃହସ୍ପତି ମଧ୍ୟ ଉଦୟ ହେବେ ।
୧୩ ଜୁଲାଇରେ ଶନିଙ୍କ ରାଶି ପରିବର୍ତ୍ତନ ହେବ । ମୀନ ରାଶିରେ ଓଲଟା ଚଳନ କରିବା ସହ ଏହି ସ୍ଥିତି ନଭେମ୍ବର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-ଚନ୍ଦ୍ରମାଙ୍କ ବିଶେଷ ଯୋଗର ଅନେକ ପ୍ରଭାବ ରାଶି ଉପରେ ପଡିଥାଏ । କିଛି ରାଶିଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବ । କେଉଁ କେଉଁ କ୍ଷେତ୍ରରେ ସଫଳତା ମିଳିବ ଜାଣନ୍ତୁ..

- Advertisement -

ମେଷ- ଏହି ରାଶିଙ୍କୁ ଧନ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଅଟକି ଥିବା କାମରେ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ସଫଳତା ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

ବୃଷ- ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଧନର ଆଗମନ ହେବ । ଟଙ୍କାର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ । ଆର୍ଥିକ ସ୍ଥିତି ଉତ୍ତମ ରହିବ ।

ମିଥୁନ- ସମୟ ବେଶ ଶୁଭଙ୍କର । କର୍ମକ୍ଷେତ୍ରରେ ଉନ୍ନତି ହେବ । ବଡ କାମ ମିଳିବ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଚାକିରିରେ ବଡ ଲାଭ ମିଳିବ ।

ସିଂହ- ବ୍ୟବସାୟରେ ବଡ ଲାଭ ମିଳିବ । ନୂଆ ନୂଆ ଯୋଜନା କରିବେ । ପୁରୁଣା ଅଟକି ଥିବା କାମ ପୂରଣ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

ତୁଳା- ସକରାତ୍ମକ ଫଳ ମିଳିବ । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ ।

ଧନୁ- ସମ୍ପତ୍ତିରୁ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ସନ୍ତାନ ସୁଖ ମିଳିବ ।

କୁମ୍ଭ- ଅନେକ କ୍ଷେତ୍ରରେ ସଫଳତା ମିଳିବ । ମନପସନ୍ଦର ଉପଲବ୍ଧି ମିଳିବ । ପୁରୁଣା କରଜରୁ ମୁକ୍ତି ମିଳିବ । ଧନ ଲାଭର ଯୋଗ ରହିଛି ।

ଇସ୍ରାଏଲ୍‌ ଓ ଇରାନ ଯୁଦ୍ଧ ; ପେଟ୍ରୋଲ୍‌-ଡିଜେଲ୍‌ ମହଙ୍ଗା ହେଲେ ସର୍ବସାଧାରଣଙ୍କ ପକେଟ୍‌ ଉପରେ ପଡିବ କି କି ପ୍ରଭାବ

ଆଧାରକାର୍ଡ ପାଇଁ ବଡ ଖବର : ଏଣିକି ଘରେ ବସି ଆଧାରକାର୍ଡରେ ବଦଳାଇପାରିବେ ମୋବାଇଲ୍‌ ନମ୍ବର, ଆସୁଛି ନୂଆ ଆପ୍‌, ମିଳିବ ଏସବୁ ସୁବିଧା..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories