www.samajalive.in
Saturday, December 6, 2025
16.1 C
Bhubaneswar

ବାସ୍‌ ୨୩ ଜୁଲାଇକୁ ଅପେକ୍ଷା ; ୧୦୦ ବର୍ଷ ପରେ ଗଜକେସରୀ ଯୋଗ, ଏହି ରାଶିଙ୍କୁ କୋଟିପତି କରିବେ ଶିବଶଙ୍କର, କିଣିବେ ଘର,ଜମି, ମିଳିବ ବଡ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଶ୍ରାବଣ ମାସର ଶିବରାତ୍ରୀ ୨୩ ଜୁଲାଇରେ ପାଳନ କରାଯିବ । ପ୍ରାୟ ୧୦୦ ବର୍ଷ ପରେ ଏହି ଦିନ ମିଥୁନ ରାଶିରେ ଗୁରୁ ଓ ଚନ୍ଦ୍ରମା ଏକାଠି ହେବାକୁ ଯାଉଛନ୍ତି । ଗୁରୁ ଓ ଚନ୍ଦ୍ରମା ଏକାଠି ହେବା ଦ୍ୱାରା ଗଜକେସରୀ ରାଜଯୋଗ ସୃଷ୍ଟି ହୋଇଥାଏ । ଏହା ଅତ୍ୟନ୍ତ ଶୁଭଯୋଗ ଯୋଗ । ଏହି ଶୁଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ..

ବୃଷ – ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବଡ ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ମହାଦେବଙ୍କ କୃପାରୁ ଧନ ପ୍ରାପ୍ତି ହେବ । ନୂଆ ଚାକିରିର ଯୋଗ ରହିଛି । ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ ।

- Advertisement -

ମିଥୁନ- ଅନେକ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଭୂମି,ଯାନ କିଣିବାର ଯୋଗ ରହିଛି । ଧନ ନିବେଶ କରି ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ବୈବାହିକ ଜୀବନ ସୁଖମୟ ହେବ । ଖୁସି ମିଳିବ । ମନ ଶାନ୍ତି ରହିବ ।

ସିଂହ- ଆୟରେ ବୃଦ୍ଧି ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ମାନସିକ ଶାନ୍ତି ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭ ସମୟ ଆରମ୍ଭ ହେବ ।

ତୁଳା- ବ୍ୟବସାୟରେ ବଡ ଲାଭ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଆପଣଙ୍କ ବାଣୀ କାରଣରୁ ଅନେକ କାର୍ଯ୍ୟରେ ସଫଳତା ପାଇବେ । ଘରେ ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ନୂଆ କାମ ଆରମ୍ଭ କରିବେ । ଯାତ୍ରାର ଯୋଗ ରହିଛି ।

 

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories