www.samajalive.in
Monday, December 15, 2025
26.1 C
Bhubaneswar

ଏମିତି ମଟନ ପ୍ରସ୍ତୁତ କରିଛନ୍ତି କି?

ଆବଶ୍ୟକ ସାମଗ୍ରୀ
ମଟନ – ୪୦୦ ଗ୍ରାମ
୨ଟି କଟା ଯାଇଥିବା ପିଆଜ
ଅଦା
ରସୁଣ
ଦହି (୧ କପ )
କଟା ଯାଇଥିବା ଟମାଟୋ
ଗୋଟା ଗୁଜୁରାତି ୫ ରୁ ୬ ଟି
ଡ଼ାଲଚିନି ୫ ରୁ ୬
ତେଜପତ୍ର ୩ରୁ ୪ ଟି
ଜାଇତ୍ରି ୧ ଟି
ଲବଙ୍ଗ ୪ରୁ ୫ ଟି
ଗୋଲମରିଚ ୪ରୁ ୫ଟି
ହଳଦୀ , ଲଙ୍କା ଗୁଣ୍ଡ , ଗୋଟା ଲଙ୍କା , ଲୁଣ , ଅଳ୍ପ ପୋସ୍ତକ , ଧନିଆ ଗୁଣ୍ଡ
ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକରରେ ତେଲ ଅଳ୍ପ ଗରମ କରନ୍ତୁ । ଏହା ପରେ ଏଥିରେ ଜାଇତ୍ରି , ଲଙ୍କା , ଗୁଜୁରାତି , ତେଜପତ୍ର , ଡ଼ାଲଚିନି , ଗୋଲମରିଚ , ଲବଙ୍ଗ , ଅଳ୍ପ ଧନିଆ ଗୁଣ୍ଡ , କଟା ପିଆଜ , ଅଦା ଛେଚା , ପୋସ୍ତକ, ରସୁଣ , ଟମାଟୋ , ହଳଦୀ , ଲଙ୍କା ଗୁଣ୍ଡ , ଲୁଣ ପକାଇ ଧୁଆ ହୋଇ ରହିଥିବା ମଟନକୁ ପକାନ୍ତୁ । ଏହା ପରେ ଦହି ୧ କପ ପକାନ୍ତୁ ଓ ୧୦ ମିନିଟ ପ୍ରେସର କୁକରରେ ବସାନ୍ତୁ । ୧୦ ମିନିଟ ପରେ ଏକ ପାତ୍ରକୁ କାଢି ଦେଇ ଏହା ଉପରେ ଧନିଆ ପତ୍ର ଦେଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଟନ ‌ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories