www.samajalive.in
Saturday, December 6, 2025
16.1 C
Bhubaneswar

ଗୁଳିମାଡରେ ଯୁବକ ମୃତ

କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ଜଟେଶ୍ବର ପୋଖରୀ ନିକଟରେ ଗୁଳିକାଣ୍ଡ ଘଟିଛି । ପୋଖରୀ ନିକଟସ୍ଥ ମଣ୍ଡପରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ଯୁବକ ଏନଏସି ନଈସାହିର ତ୍ରିନାଥ ମଲ୍ଲିକ ବୋଲି ଜଣାପଡିଛି । ସେ ମଣ୍ଡପରେ ବସିଥିବା ସମୟରେ ତାଙ୍କ ମୁଣ୍ଡରେ ୨ ରାଉଣ୍ଡ ଗୁଳି ବାଜିଥିଲା । ଏଥିରେ ସେ ମୃତ୍ୟୁବରଣ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲା ସେନେଇ କିଛି ସୂଚନା ଜଣାପଡିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।

ବଡ ଠାକୁର ପଡି ଯିବା ଘଟଣା, ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି ହୋଇପାରେ – ସଂସ୍କୃତି ବିଶାରଦ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories