www.samajalive.in
Saturday, December 13, 2025
27.1 C
Bhubaneswar

ବରମୁଣ୍ଡା ପ୍ରଜ୍ଞା ବିହାର ପାର୍କରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଆଜି ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ । ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱର ବରମୁଣ୍ଡା ପ୍ରଜ୍ଞା ବିହାର ପାର୍କରେ ଯୋଗ ବିଜ୍ଞାନ ସଂସ୍ଥାନ ଦ୍ଵାରା ପାଳନ ହେଇଛି ଆନ୍ତର୍ଜାତିୟ ଯୋଗ ଦିବସ ୨୦୨୪। ଏହି ଯୋଗ କେନ୍ଦ୍ରରେ ଯୋଗ ଦେଇଥିଲେ ସ୍ଥାନୀୟ ଯୋଗଶିକ୍ଷାର୍ଥୀ।

ଏହି ଯୋଗ ଶିବିରକୁ ପରିଚାଳନା କରିଥିଲେ ଯୋଗ ଗୁରୁ ଶ୍ରୀ ପ୍ରମୋଦ କୁମାର ସାହୁ । “ବ୍ୟକ୍ତି ଓ ସମାଜ ପାଇଁ ଯୋଗ” ଏହି ମନ୍ତ୍ର ନେଇ ଆଜି ଏହି ଯୋଗ ଦିବସକୁ ପାଳନ କରାଯାଇଛି । ବ୍ୟକ୍ତିବିଶେଷ ଓ ସାମୁହିକ ସ୍ବାସ୍ଥ୍ୟକୁ ପରସ୍ପରରେ ଯୋଗ କରିବା ଓ ଯୋଗ ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ ଜୀବନ ଧାରରେ ଉନ୍ନତିର ଗୁରୁତ୍ଵ ବହନ କରେ ଏହା କହିଥିଲେ ଯୋଗଗୁରୁ ଶ୍ରୀ ସାହୁ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories