www.samajalive.in
Sunday, December 14, 2025
19.1 C
Bhubaneswar

ଆଜି ବିଶ୍ବ ମ୍ୟାଲେରିଆ ଦିବସ

ୟୁନେସ୍କୋ ଅନୁମୋଦନରେ ପ୍ରତିବର୍ଷ ଏପ୍ରିଲ ୨୫ରେ ବିଶ୍ବ ମ୍ୟାଲେରିଆ ଦିବସ ପାଳନ କରାଯାଏ। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଘ ଏହି ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଲା। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପରାମର୍ଶ ନିଆଯିବା ପରେ ଏପ୍ରିଲ ୨୫ ମ୍ୟାଲେରିଆ ଦିବସ ଭାବେ ପାଳିତ ହେଲା। ବିଶ୍ବର ୧୦୬ଟି ଦେଶରେ ଏହି ରୋଗ ବ୍ୟାପିବାର ସବୁଠୁ ଅଧିକ ଭୟ ରହିଛି। ତାଲିକାର ଶୀର୍ଷରେ ଆଫ୍ରିକା ମହାଦେଶ ଅଛି। ୨୦୧୨ରେ ମ୍ୟାଲୋରିଆରେ ଆକ୍ରାନ୍ତ ହୋଇ ଆଫ୍ରିକାରେ ୬ଲକ୍ଷରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ। ଲୋକଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଆଫ୍ରିକାରେ ଗାଁଗହଳିରେ ଲୋକମାନଙ୍କୁ ସରକାରଙ୍କ ତରଫରୁ ମଶାରି ଓ ଅନ୍ୟାନ୍ୟ ପ୍ରତିଷେଧକମୂଳକ ମାଗଣାରେ ଦିଆଯାଏ। ଘର ପାଖରେ ପାଣି ଜମିବା, ଅପରିଷ୍କାର ନାଳନର୍ଦମା କାରଣରୁ ଏହି ମ୍ୟାଲେରିଆ ରୋଗ ବ୍ୟାପେ। ପରିଷ୍କାର, ସ୍ବଚ୍ଛ ପରିବେଶ ସହ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା ମ୍ୟାଲେରିଆରୁ ରକ୍ଷା ପାଇବାର ମୂଳ ଉପାୟ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories