www.samajalive.in
Saturday, December 6, 2025
14.1 C
Bhubaneswar

କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ

ଡେସ୍କ: ୨୦୨୧ ମସିହାରେ ପେରୁର ଏକ ଭୂତଳ କବରରେ ଜଣେ ମହିଳାଙ୍କୁ ଦଉଡ଼ିରେ ସମ୍ପୂର୍ଣ୍ଣ ବନ୍ଧା ଯାଇଥିବା ଓ ସେ ହାତରେ ମୁହଁ ଘୋଡ଼ାଇ ଥିବା ଦେଖିବାକୁ ମିଳିଥିଲା। ମାର୍କୋସ ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ମାନେ ରାଜଧାନୀ ଲିମା ଓ ପେରୁଠାରୁ ୧୫.୫ ମାଇଲ୍ ଦୂରରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କାଜମାର୍କୁଇଲାରେ ମମିଟି ଭଲ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ।

ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପଦକ୍ଷେପ ନେଉଛନ୍ତି ନିର୍ବାଚନ କମିଶନ – ରାଜୀବ କୁମାର

- Advertisement -

ଏହି ମମି ୮୦୦ରୁ ୧୨୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ଯଦିଓ ସମ୍ପୃକ୍ତ ମମିର ଆକର୍ଷଣୀୟ ଭଙ୍ଗୀ ଓ ଦଉଡ଼ିରେ ବନ୍ଧା ଯାଇଥିବା ଅବସ୍ଥାକୁ ଦେଖି ଅନେକ କିଛି ଆକଳନ କରାଯାଇପାରେ କିନ୍ତୁ ଗବେଷକମାନେ କହିଛନ୍ତି ଯେ ଦକ୍ଷିଣ ପେରୁରେ ପୂର୍ବ ସମୟରେ ମୃତ ବ୍ୟକ୍ତିଙ୍କର ଏହିଭଳି ଅନ୍ତିମ ସଂସ୍କାର କରାଯାଉଥିବାର ବିଶ୍ୱାସ ରହିଛି। ସେହି କବର ମଧ୍ୟରେ ପନିପରିବା ଅବଶେଷ ଏବଂ ପଥର ଉପକରଣ ମଧ୍ୟ ଥିଲା।

ସମସ୍ତ ଭିଭିପାଟ ସ୍ଲିପ୍ ଗଣତି ପ୍ରସଙ୍ଗ – ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା

 

(ସମ୍ବାଦଟି ସାମାଜିକ ଗଣମାଧ୍ୟମରୁ ସଂଗୃହିତ, ସତ୍ୟାସତ୍ୟ ଯାଞ୍ଚ ଯୋଗ୍ୟ)

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories