ସମସ୍ତ ଭିଭିପାଟ ସ୍ଲିପ୍ ଗଣତି ପ୍ରସଙ୍ଗ – ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା

ଡେସ୍କ: କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ରାଓ ନିର୍ବାଚନରେ ସମସ୍ତ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ ପେପର ସ୍ଲିପ୍ ଗଣତି ପାଇଁ ହୋଇଥିବା ଆବେଦନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ କେବଳ ୫ଟି ନିର୍ବାଚିତ ଇଭିଏମ୍ ଯାଞ୍ଚ କରିବା ପରିବର୍ତ୍ତେ ନିର୍ବାଚନରେ ସମସ୍ତ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ ପେପର ସ୍ଲିପ୍ ଗଣନା ପାଇଁ ହୋଇଥିବା ଆବେଦନର … Continue reading ସମସ୍ତ ଭିଭିପାଟ ସ୍ଲିପ୍ ଗଣତି ପ୍ରସଙ୍ଗ – ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା