www.samajalive.in
Saturday, December 13, 2025
27.1 C
Bhubaneswar

ବଢିବ ଶୀତ- ରାଜ୍ୟରେ ଅକ୍ଟୋବର ୩୦ ତାରିଖ ଯାଏଁ ରାତିର ତାପମାତ୍ରା କମିବ

ଭୁବନେଶ୍ୱର, : ରାଜ୍ୟରେ ଅକ୍ଟୋବର ୩୦ ତାରିଖ ଯାଏଁ ରାତିର ତାପମାତ୍ରା କମ୍‌ ରହିବା ସହ ଅଧିକାଂଶ ସ୍ଥାନରେ ନ୍ୟୁନତମ ତାପମାତ୍ରା ୨୦ ଡିଗ୍ରୀରୁ କମ୍‌ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସିଇସି ବୁଲେଟିନ୍‌ ଅନୁଯାୟୀ ବଙ୍ଗୋପ ସାଗରରୁ ଆସୁଥିବା ଜଳୀୟ ବାଷ୍ପ ଉପକୂଳ ମୁହାଁ ହେଉଥିôବା ବେଳେ ଅକ୍ଟୋବର ୩୦ ତାରିଖ ପରେ ରାତିର ତାପମାତ୍ରା ବୃଦ୍ଧି ପାଇବ ।
ସେହିପରି ନଭେମ୍ବର ୧ ଏବଂ ୨ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ବୃଦ୍ଧି ପାଇବ ଏବଂ ଏହାପରେ ତାପମାତ୍ରା ଧୀରେ ଧୀରେ କମିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories