ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଟପିଲା..
ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ତାତି ଓ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ। ଗୁରୁବାର ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ। ବାଲେଶ୍ୱର, ଝାରସୁଗୁଡା ଓ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ସମ୍ବଲପୁର ୩୯.୭, ହୀରାକୁଦ ୩୯, ରାଉରକେଲା ୩୮.୪, ଭୁବନେଶ୍ୱର ୩୮, ପୁରୀ ୩୩.୬, ପାରାଦୀପ ୩୨.୪, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ବାଲେଶ୍ୱର: ୪୦.୬°C
ଝାରସୁଗୁଡା: ୪୦°C
କେନ୍ଦୁଝର: ୪୦°C
ସମ୍ବଲପୁର: ୩୯.୭°C
ହୀରାକୁଦ: ୩୯°C
ରାଉରକେଲା: ୩୮.୪°C
ଭୁବନେଶ୍ୱର: ୩୮°C
ପୁରୀ: ୩୩.୬°C
ପାରାଦୀପ: ୩୨.୪°C
ଗୋପାଳପୁର: ୩୨.୪ °C— Meteorological Centre, Bhubaneswar (@mcbbsr) May 2, 2024
Comments are closed.