www.samajalive.in
Saturday, December 6, 2025
17.1 C
Bhubaneswar

ରଜରେ ପ୍ରବଳ ଗୁଳୁଗୁଳି! ଫିକା ପଡିବ ସଜବାଜ..

ଭୁବନେଶ୍ୱର : ଶୁକ୍ରବାର ରଜ। ଗୁରୁବାର ସଜବାଜ। ଏଥର ଗୁଳୁଗୁଳି ରଜ। ଫିକା ପଡିବ ସଜବାଜ। ମୌସୁମୀ ଆଗକୁ ଅଗ୍ରସର ନ ହେଉଥିବାରୁ ଏଥର ରଜରେ ଗୁଳୁଗୁଳି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ରଜରେ ଲୋକଙ୍କୁ ଗୁଳୁଗୁଳି କଲବଲ କରିବ। ଏବେ ମାଲକାନଗିରିରେ, କୋରାପୁଟରେ ମୌସୁମୀ ବାୟୁ ପ୍ରବେଶ କରିଛି। ଅନ୍ୟ ଅଞ୍ଚଳକୁ ୩ ରୁ ୪ ଦିନରେ ଅଗ୍ରସର ହୋଇପାରେ ମୌସୁମୀ। ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରକୁ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରଜରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି।

ବାସ୍ ୨ ଦିନ ପରେ ସୁନା ଭଳି ସୂର୍ଯ୍ୟ ଚମକାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ସରକାରୀ ଚାକିରି,ଧନ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories