www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍ ୨ ଦିନ ପରେ ସୁନା ଭଳି ସୂର୍ଯ୍ୟ ଚମକାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ସରକାରୀ ଚାକିରି,ଧନ..

ସୂର୍ଯ୍ୟ ଏକ ମାସରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଜୁନ ମାସରେ ସୂର୍ଯ୍ୟ ଦେବତା ୧୫ ଜୁନରେ ରାଶି ପରିବର୍ତ୍ତନ କରିବେ। ୧୫ ଜୁନ୍ ଭୋର ୪ଟା ୨୭ ମିନିଟରେ ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ସୂର୍ଯ୍ୟ ଦେବତା ବୃଷ ରାଶିରେ ଅଛନ୍ତି। ସୂର୍ଯ୍ୟ ଦେବତା ଏକ ବର୍ଷେ ପରେ ମିଥୁନ ରାଶିରେ ପ୍ରବେଶ କରିବେ। ଏକ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ସୂର୍ଯ୍ୟ ବୁଧଙ୍କ ରାଶିରେ ପ୍ରବେଶ କରିବା ପରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବ। ମାତ୍ର ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ଏହି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ଲାଭ ମିଳିବ। ଧନ ବୃଦ୍ଧି ହେବ। ଜାଣନ୍ତୁ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବରଦାନ ପ୍ରମାଣିତ ହେବ। ବ୍ୟବସାୟରେ ଉନ୍ନତି ହେବ। ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢିବ। ସରକାରୀ ଚାକିରିର ସୁଯୋଗ ମିଳି ପାରେ।

- Advertisement -

ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ ଦେବତା। ଏହି ସମୟରେ ଆପଣଙ୍କୁ ମନ ପସନ୍ଦର ସଫଳତା ମିଳିବ। ଧନ ଲାଭ ହେବ। ଶତ୍ରୁ ମିତ୍ରରେ ବଦଳିିଯିବେ। ସଂଘର୍ଷର ଫଳ ମିଳିବ। ପରିଶ୍ରମ କଲେ ଭଲ ଫଳ ମିଳିବ।

ଆଇସକ୍ରିମ୍ ଖାଉଥିଲେ ମହିଳା ; କୋନ୍ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ପହଞ୍ଚିଲା ପୁଲିସ୍..

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। ଖୁବ୍ ଉନ୍ନତି ହେବ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଧନ ବୃଦ୍ଧି ହେବ। ସରକାରୀ ଚାକିରି ମିଳିବାର ଯୋଗ ରହିଛି। ଯାନ କିଣିବାର ସୁଯୋଗ ରହିଛି।

ତୁଳା – ଆପଣଙ୍କ ପାଇଁ ମଧ୍ୟ ଉତ୍ତମ ସମୟ ରହିଛି। ଅଟକି ରହିଥିବା କାମ ପୂରଣ ହେବ। ନୂତନ ଚାକିରିର ସୁଯୋଗ ମିଳିବ। ସାହସ ବୃଦ୍ଧି ହେବ। ଆଧ୍ୟାତ୍ମିକ ଉନ୍ନତି ହେବ।

ବିଛା – ସୂର୍ଯ୍ୟଙ୍କ ଚଳନ ଉତ୍ତମ ଫଳ ପ୍ରଦାନ କରିବ। ଚାକିରିରେ ପଦନ୍ନୋତି ଓ ଦରମା ବୃଦ୍ଧିର ଖୁସି ଖବର ମିଳିବ। ସାହସ ଓ ଶକ୍ତି ଯୋଗୁଁ ସଫଳତା ପାଇବେ। ସମ୍ମାନ କିମ୍ବା ପୁରସ୍କାର ମିଳିବ। ମାତ୍ର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories