ଆଇସକ୍ରିମ୍ ଖାଉଥିଲେ ମହିଳା ; କୋନ୍ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ପହଞ୍ଚିଲା ପୁଲିସ୍..

ମୁମ୍ବଇ : ଖରାଦିନେ ଆଇସକ୍ରିମ ସଭିଁଙ୍କୁ ପସନ୍ଦ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଆଇସକ୍ରିମ ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିଥାଏ। ଦୋକାନ ହେଉ ଅଥବା ଅନଲାଇନରୁ ଲୋକେ ବିଭିନ୍ନ ପ୍ରକାର ଆଇସକ୍ରିମ ଅର୍ଡର କରି ଖାଇ ଥାଆନ୍ତି। ମାତ୍ର ମୁମ୍ବଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ଆଇସକ୍ରିମ ଖାଇବାକୁ ମଧ୍ୟ ଭୟ ଲାଗିବ। ମହାନଗରର ମଲାଡ ଅଞ୍ଚଳରେ ଜଣେ ମହିଳା … Continue reading ଆଇସକ୍ରିମ୍ ଖାଉଥିଲେ ମହିଳା ; କୋନ୍ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ପହଞ୍ଚିଲା ପୁଲିସ୍..