କେନ୍ଦୁଝର : କେନ୍ଦୁଝର ଜିଲା ସଦର ବ୍ଲକ ନରଣପୁର ହଳଦିଆ ଟାଙ୍ଗିରି ନିକଟରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ, ପାନୀୟ ଜଳ ପାଇଁ ଲୋକେ ବହୁ ଦୂର ଯିବାକୁ ପଡ଼ୁଛି। ଦୂରରେ ମଧ୍ୟ ପାନୀୟ ଜଳର ସୁବିଧା ନାହିଁ। ଫଳରେ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କାରଣରୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ଗରା, ବାଲଟି ଧରି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।
Popular Categories



