www.samajalive.in
Wednesday, December 10, 2025
16.1 C
Bhubaneswar

ଭାଇରାଲ ଭିଡିଓ – ଯେସାକୁ ତେସା, ଶେଷରେ ଏମିତି କଲେ ଦିଦି…

ଡେସ୍କ: ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ଯାହାକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଘଟଣାଟି କେତେ ସମ୍ବେଦନଶୀଳ। ଘଟଣାଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି।

ଆନ୍ଧ୍ରପ୍ରଦେଶର ଜଣେ ହିନ୍ଦୁ ମହିଳାଙ୍କ ଘର ପଛପଟେ ଏକ ଚର୍ଚ୍ଚ ରହିଛି। ସେହି ଚର୍ଚ୍ଚରେ ସବୁ ସମୟରେ ଉଚ୍ଚ ସ୍ୱରରେ ଧାର୍ମିକ ସଂଗୀତ ବାଜୁଥିଲା। ମହିଳା ଜଣଙ୍କ ଘର ସେହି ଚର୍ଚ୍ଚର ଅତି ନିକଟରେ ଥିବାରୁ ସେଠାରେ ଶାନ୍ତିରେ ରହିବା ଏକ ପ୍ରକାର ଅସମ୍ଭବ ହୋଇ ପଶିଥିଲା। ମହିଳା ଜଣକ ଭଲ୍ୟୁମ୍ କମ୍ କରିବାକୁ ବାରମ୍ବାର ଚର୍ଚ୍ଚକୁ ଅନୁରୋଧ କରୁଥିଲେ। ତାଙ୍କ ଅନୁରୋଧ ସତ୍ତ୍ୱେ ଚର୍ଚ୍ଚ ଅଧିକ ମାତ୍ରାରେ ଶବ୍ଦ ବଜାଉଥିଲା।

- Advertisement -


ବାରମ୍ବାର ଅନୁରୋଧ ସତ୍ୱେ ସେ ବିଫଳ ହେବାରୁ କଣ କରିବେ ବୋଲି ଚିନ୍ତା କରିଥିଲେ। ଶେଷରେ ସମ୍ପୃକ୍ତ ହିନ୍ଦୁ ମହିଳା ଜଣଙ୍କ ଏକ ଲାଉଡସ୍ପିକର ଆଣି ନିଜ ଘର ଝରକାରେ ଲଗାଇ ଦେଇଥିଲେ ଓ ସେଥିରେ ଅଧିକ ଭଲ୍ୟୁମରେ ‘ଓମ୍’ ସ୍ଲୋଗାନ୍ ବଜାଇବା ଆରମ୍ଭ କରିଥିଲେ। କିଛି ଦିନ ପରେ ଚର୍ଚ୍ଚ ପକ୍ଷରୁ ଭଲ୍ୟୁମ କମ କରାଯାଇଥିବା ଜଣାପଡିଛି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories