www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଗରିଲା ଓ ପକ୍ଷୀର ମନଛୁଆଁ ଭିଡିଓ: ଲୋକେ କହିଲେ ଜୀବନକୁ ଖୁବ୍ ଖାସ୍ କରିଥାଏ ଏଭଳି ମୁହୂର୍ତ୍ତ..

ନୂଆଦିଲ୍ଲୀ : ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ମଧ୍ୟରେ ମନଛୁଆଁ ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ହୋଇଥାଏ। ବେଳେ ବେଳେ ଜୀବଜନ୍ତୁଙ୍କ ମଧ୍ୟରେ ଏହି ଦୃଶ୍ୟ ଅନେକ ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ। ନିକଟରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ ହେଉଛି। ଭିଡିଓଟି ଏକ ଗରିଲା ଓ ପକ୍ଷୀର। ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଛି।


ଭିଡିଓରେ ଆପଣ ଦେଖି ପାରିବେ, ଏକ ଗରିଲା ନିକଟରେ ବସିଥିବା ପକ୍ଷୀ ସହ ଖେଳୁଛି। ଯେପରି ତା’ ସହ ବନ୍ଧୁତା କରିବାକୁ ଚାହୁଁଛି। କିଛି ଲୋକେ କହିଛନ୍ତି, ଆଶ୍ଚର୍ଯ୍ୟ କରୁଥିବା ଭାବନା କେବଳ ମନୁଷ୍ୟ ନିକଟରେ ନୁହେଁ। ଏହି ଦୃଶ୍ୟ ଏକ ଚିଡିଆଖାନାର। ଭିଡିଓର ଆରମ୍ଭରେ ଏକ ଗରିଲା ଖୁଆଡ ଭିତରେ ଏକ ପକ୍ଷୀ ଦେଖାଯାଉଛି। ଗରିଲା ପକ୍ଷୀକୁ ଦେଖିବା ମାତ୍ରେ କିଛି ସମୟ ନିଜ ମୁଣ୍ଡ କୁଣ୍ଡାଇବା ଦେଖାଯାଉଛି। ଏହାପରେ ଧିରେ ଧିରେ ପକ୍ଷୀର ସହ ଖେଳିବାକୁ ଆରମ୍ଭ କରୁଛି। ଯେପରି ତା’ସହ ବନ୍ଧୁତା କରିବାକୁ ଚାହୁଁଛି।
ଭିଡିଓଟି ପୋଷ୍ଟ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ମତ ଦେଇ ଲେଖିଛନ୍ତି, ଗରିଲା ପକ୍ଷୀ ସହ କୋମଳ ବ୍ୟବହାର କରୁଛି। କେହି ଲେଖିଛନ୍ତି ଏହା ପ୍ରକୃତିର ଚମତ୍କାର, ଯାହା ସଭିଁଙ୍କୁ ମୁଗ୍ଧ କରୁଛି। ଅନ୍ୟ ଜଣେ ଲେଖିଛନ୍ତି, ଛୋଟ ଛୋଟ ମୁହୂର୍ତ୍ତ ଜୀବନକୁ ଖୁବ୍ ଖାସ୍ କରିଥାଏ।

୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories