www.samajalive.in
Saturday, December 6, 2025
16.1 C
Bhubaneswar

ମନଛୁଆଁ ଭିଡିଓ ; ଦୋକାନ ଭିତରେ କୁୁକୁର ଛୁଆ, ମାଆ କୁକୁର ଏମିତି କଲା, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ମନଛୁଆଁ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ କୁକୁରର ଏକ ଭିଡିଓ ଭାଇରାଲ୍ ହେଉଛି। ଏକ ମାଆ କୁକୁର ନିଜ ଛୁଆକୁ ବଞ୍ଚାଇବା ପାଇଁ ଯେଉଁ ଉପାୟ କରୁଛି,ତାହା ଏହି ଭିଡିଓ ଜରିଆରେ ଆପଣ ଦେଖିପାରିବେ। କ୍ୟାମେରାରେ କଏଦ ହୋଇଥିବା ଏହି ମନଛୁଆଁ ଭିଡିଓକୁ ଲକ୍ଷାଧିକ ଲୋକେ ଦେଖି ସାରିଲେଣି। ମାଆ କୁୁକୁର ନିଜ ଛୁଆ ନିକଟରେ ପହଞ୍ଚିବା ପାଇଁ ଏକ ଦୋକାନର ସଟର୍ ତଳେ ଖୋଳୁଥିବା ଭିଡିଓରେ ଦେଖାଯାଉଛି।


ମାଆ କୁକୁର ଏପରି ସଟର୍ ନିକଟରେ ମାଟି ଖୋଳୁଥିବା ଦେଖି ଦୋକାନୀକୁ ଖବର ମିଳିବା ପରେ ଦୀର୍ଘ ୩ ଘଣ୍ଟା ପରେ ସେ ଆସି ପହଞ୍ଚିଥିଲେ। ଏହାପରେ ଦୋକାନ ଖୋଲି ଥିଲେ। ଦୋକାନ ଖୋଲିବା ପରେ ଭିତରେ ଥିବା କୁୁକୁର ଛୁଆ ନିକଟରେ ତା’ ମାଆ ପହଞ୍ଚିଥିଲା। ଭୁଲ ବଶତଃ ଦୋକାନ ଭିତରେ କୁକୁର ଛୁଆ ବନ୍ଦ ହୋଇ ରହି ଯାଇଥିଲା। ଏହା ପରେ ମାଆ କୁୁକୁର କାନ୍ଦିବାକୁ ଆରମ୍ଭ କରିବା ସହ ଦୋକାନ ନିକଟରେ ମାଟି ଖୋଳି ନିଜ ଛୁଆ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ଲୋକଙ୍କ ପ୍ରୟାସ ପରେ ଶେଷରେ କୁକୁର ଛୁଆଟି ତା ମାଆ ନିକଟକୁ ଆସିଥିଲା। ଭିଡିଓ ଦେଖି ହଜାର ହଜାର ଲୋକେ ନିଜର ମତ ଦେଇ ଖୁସି ପ୍ରକାଶ କରିଛନ୍ତି।

ବେଲଗାମ ଓଜନ, ବଢୁଥିବା ପେଟକୁ କମାଇବା ପାଇଁ ଖାଆନ୍ତୁ ଏହି ୫ଟି ଜିନିଷ..

- Advertisement -

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories