www.samajalive.in
Sunday, December 7, 2025
26.1 C
Bhubaneswar

ଅମାନିଆ ଯୁବକଙ୍କୁ ନିର୍ଧୂମ୍ ଚାପୁଡ଼ା; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, ଦେଖନ୍ତୁ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଯୁବକ ଜଣଙ୍କ ପୋଲ ଉପରେ ଚାଲି ଚାଲି ପାଣି ଓ ମୌସମର ଖୁବ୍ ମଜା ନେଉଛନ୍ତି । ଧୀରେ ଧୀରେ ପୋଲ ଉପରେ ଚାଲି ଚାଲି କୁଳକୁ ଆସୁଛନ୍ତି । ବନ୍ୟା ପାଣିରେ ନଦୀ ଉଚ୍ଛୁଳୁ ଥିବା ବେଳେ ପୋଲ ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି । ଆଉ ଯୁବକ ଜଣକ ବିନା ଡରରେ ପୋଲ ଉପରେ ବୁଲୁଛନ୍ତି । ଦେଖନ୍ତୁ ଏହି ଭିଡିଓରେ ।

ଭରା ନଦୀର ପୋଲ ଉପରେ ପାଣି ଚାଲୁଥିବାରୁ କେତେବେଳେ ବି ଅଘଟଣ ଘଟିଯାଇପାରେ । ହେଲେ ଏପରି ସମୟରେ ଯୁବକଙ୍କ ଏହି କାର୍ଣ୍ଣାମା ସ୍ଥାନୀୟ ଲୋକଙ୍କୁ ଉତ୍ତ୍ୟକ୍ତ କରାଉଛି । ଯୁବକ ଜଣକ କୂଳରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି । ପରେ ପରେ ଅନ୍ୟଜଣେ ଯୁବକ ମଧ୍ୟ ତାଙ୍କୁ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories