BJD Bijuli 480×75 Mob

ସିଂହ ସହ ଫୁଟବଲ୍‌ ଖେଳୁଛନ୍ତି ଯୁବକ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ଦେଖନ୍ତୁ..

BJD Bijuli 480×75 Mob

ତଳେ ଦିଆଯାଇଥିବା ଭିଡିଓକୁ ଥରେ ନଜର ପକାନ୍ତୁ । ଜଣେ ବ୍ୟକ୍ତି ଗୋଟିଏ ସିଂହ ଓ ଦୁଇଟି ସିଂହୀ ସହ ଫୁଟବଲ୍ ଖେଳୁଛନ୍ତି । ତାହା ପୁଣି ନିର୍ଭୟରେ ଆଉ ଖୁବ୍ ଖୁସିରେ ।  ହିଂସ୍ର ଜନ୍ତୁ ନୁହେଁ ବରଂ ଗୋଟିଏ ସାଧାରଣ ପଶୁଙ୍କ ପରି ଏମାନେ ବ୍ୟକ୍ତି ଜଣକୁ ବ୍ୟବହାର କରୁଛନ୍ତି । ଯୁବକ ଜଣକ ଫୁଟବଲଟିକୁ ଲାତ ମାରିବା ପରେ ସେମାନେ ଦୌଡି ଦୌଡିଯାଇ ଫୁଟବଲଟିକୁ ନେଇ ଆସୁଛନ୍ତି । ଆଉ ସମସ୍ତେ ମିଶି ଖେଳର ଖୁବ୍ ମଜା ଉଠାଉଛନ୍ତି ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଅନେକ ଲୋକ ଭିଡିଓଟିକୁ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।

Comments are closed.