ସମାଜ ଡିଜିଟାଲ ଡେସ୍କ: ପୋଖରୀ ଭିତରେ ଥିବା ଦଳରେ ଗୁଡେଇ ହୋଇଥିଲା ନାଗ ସାପ। ସାପଟିର ମୁହଁରୁ ତଳ ଅଂଶ ଯାଏଁ ଦଳ ଗୁଡେଇ ହୋଇଥିବା କଷ୍ଟରେ ଛଟପଟ ହେଉଥିଲା। ଏହି ସମୟରେ ଯୁବତୀ ଜଣଙ୍କ ସାପଟିକୁ ଉଦ୍ଧାର କରିବା ସହିତ ସାପ ମହୁଁରୁ ଅତ୍ୟନ୍ତ ଯତ୍ନର ସହିତ ଦଳ ସବୁ କାଟି ବାହାର କରିଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି। ଭିଡ଼ିଓକୁ ଦେଖି ୟୁଜର୍ସ କହିଛନ୍ତି ଯାହାଙ୍କୁ ମହାଦେବ ସାହା ହେବେ ତାହାର କେହି କିଛି କ୍ଷତି କରିପାରିବେ ନାହିଁ।
आश्चर्यजनक..
जब विश्वास हो अपने भोलेनाथ पर तो फिर किस बात का डर..#हर_हर_महादेव 🙏 pic.twitter.com/gadt9plcV7
— MuSu🕊️ (@kritya1176) October 14, 2024



