www.samajalive.in
Saturday, December 6, 2025
15.1 C
Bhubaneswar

ଦେଶର ପ୍ରଥମ ଘରୋଇ ରକେଟ ‘ବିକ୍ରମ ଏସ୍‍’ର ହେଲା ଉତକ୍ଷେପଣ

ନୂଆଦିଲ୍ଲୀ : ଶୁକ୍ରବାର ଦେଶର ପ୍ରଥମ ଘରୋଇ ରକେଟ୍‍ ‘ବିକ୍ରମ-ଏସ’ର ହେଲା ସଫଳ ଉତକ୍ଷେପଣ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ପ୍ରଥମ ଘରୋଇ ରକେଟ । ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ ହୋଇଛି । ଦେଶର ପ୍ରଥମ ଘରୋଇ ରକେଟ ‘ବିକ୍ରମ ଏସ୍‍’ର ଉତକ୍ଷେପଣ ପୂର୍ବାହ୍ନ ୧୧ଟା ୩୦ରେ ହୋଇଥିବା ବେଳେ ଭାରତର ମହାକାଶ ଗବେଷଣା ସଂଗଠନ(ଇସ୍ରୋ)  ଏହାର ଉତକ୍ଷେପଣ କରିଛି । ପ୍ରଥମେ ଏହି ରକେଟ୍‍କୁ ନଭେମ୍ବର ୧୫ରେ ଉତକ୍ଷେପଣ କରାଯିବାର ଥିଲା,ମାତ୍ର ଖରାପ ପାଗ କାରଣରୁ ହୋଇପାରି ନଥିଲା । ହାଇଦ୍ରାବାଦର ସ୍କାଏ ରୁଟ୍‍ ଏରୋସ୍ପେସ୍‍ ଏହି ରକେଟ୍‍କୁ ନିର୍ମାଣ କରିଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories