ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ ଲାଗିବା ସହ ଭୟଭୀତ ଲାଗିଥାଏ । କିଛି ଭିଡିଓ ଲୋକଙ୍କ ଚିନ୍ତା ମଧ୍ୟ ବଢାଇ ଦେଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଭୟଭୀତ କରିବ । ଭିଡିଓ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ହେବ ନାହିଁ । ଯୁବକଙ୍କ ଏହି କାରନାମା ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି।
View this post on Instagram
ଭିଡିଓରେ ଦେଖିପାରିବେ, ଯୁବକ ଜଣକ ପାହାଡର ଯେଉଁ ସ୍ଥାନରେ ଠିଆ ହୋଇଛନ୍ତି, ସେଠାରୁ ମୃତ୍ୟୁର ଦୂରତା ଖୁବ୍ କମ୍ ସେକେଣ୍ଡ । ପାହାଡର ଯେଉଁ ଛୋଟିଆ ସ୍ଥାନରେ ଯୁବକ ଠିଆ ହୋଇଛନ୍ତି, ଯେପରି ମୃତ୍ୟୁକୁ ନିମନ୍ତ୍ରଣ କରୁଛନ୍ତି ।
ଭିଡିଓକୁ ଏକ୍ସରେ ଶେୟାର କରାଯାଇଛି । ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି, ସେଲଫି ଓ ଫଟୋ ପାଇଁ ଲୋକେ ଜୀବନକୁ ବିପଦରେ ପକାଉଛନ୍ତି ।
୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..



