ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ବୃନ୍ଦାବନ ଅଞ୍ଚଳର । ଉତ୍ତରପ୍ରଦେଶ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଶ୍ରଦ୍ଧାଳୁମାନେ ଏସିରୁ ନିର୍ଗତ ହେଉଥିବା ପାଣିକୁ ଚରଣ ଅମୃତ ଭାବି ସେବନ କରିଛନ୍ତି । ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧି କପରେ ଏସି ପାଣି ପିଉଥିବା ଭିଡିଓରେ ଦେଖିପାରିବେ ।ଭିଡିଓ କରୁଥିବା ଜଣେ ବ୍ୟକ୍ତି ଏହା ଲୋକଙ୍କୁ କହିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ଲୋକେ ଭିଡିଓ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।
मथुरा के बांके बिहारी मंदिर में AC से निकलने वाले पानी को चरणामृत समझ कर पीने लगे लोग, पता नहीं किसने ऐसी अफ़वाह फैलाई? और लोगों ने मान कैसे लिया? अब इसे क्या कहेंगे भक्ति या अंध भक्ति?#viralvideos #viral #temple pic.twitter.com/FexFTGeIPJ
— Sujata (@Officialsujataa) November 4, 2024
୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..
ମନ୍ଦିରରେ ଭୁଲ୍ ମାଗ, ୫ କୋଟି ଦିଅ,ନହେଲେ ଜୀବନରୁ ମାରି ଦେବୁ, ପୁଣି ଥରେ ସଲମାନ୍ଙ୍କୁ ହତ୍ୟା ଧମକ..



