ମନ୍ଦିରରେ ଭୁଲ୍ ମାଗ, ୫ କୋଟି ଦିଅ,ନହେଲେ ଜୀବନରୁ ମାରି ଦେବୁ, ପୁଣି ଥରେ ସଲମାନ୍ଙ୍କୁ ହତ୍ୟା ଧମକ..
ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ପୁଣି ସଲମାନ୍ଙ୍କୁ ଜୀବନରୁ ମାରିଦେବାକୁ ମୁମ୍ବାଇ ଟ୍ରାଫିକ୍ ପୁଲିସ୍କୁ ପୁଣି ଥରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠା ଯାଇଛି । ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ସଲମାନ୍ଙ୍କୁ ମନ୍ଦିରକୁ ଯାଇ କ୍ଷମା ମାଗିବା ସହ ୫ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ମୁମ୍ବାଇ ପୁଲିସକୁ ସଲମାନ୍ଙ୍କ ପାଇଁ ଲରେନ୍ସ ବିଷ୍ଣୋଇ … Continue reading ମନ୍ଦିରରେ ଭୁଲ୍ ମାଗ, ୫ କୋଟି ଦିଅ,ନହେଲେ ଜୀବନରୁ ମାରି ଦେବୁ, ପୁଣି ଥରେ ସଲମାନ୍ଙ୍କୁ ହତ୍ୟା ଧମକ..
Copy and paste this URL into your WordPress site to embed
Copy and paste this code into your site to embed