www.samajalive.in
Monday, December 15, 2025
15.1 C
Bhubaneswar

ଭିଡିଓରେ ଦେଖନ୍ତୁ ଶାର୍କ ପାଟି ଭିତରର ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ଶାର୍କ ମାଛ ଅତି ଭୟଙ୍କର। ଏହା ସମସ୍ତେ ଜାଣନ୍ତି। ସମୁଦ୍ର ଭିତରେ ଶାର୍କଙ୍କୁ ସମସ୍ତଙ୍କର ଭୟ ରହିଥାଏ। ତେବେ ଶାର୍କ ପାଟି ଭିତରର ଦୃଶ୍ୟ କିପରି ହୋଇଥିବ ତାହା ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ। ଏହାକୁ ଦୂରୀଭୁତ କରିବା ଲାଗି କିଛି ସ୍କୁବା ଡାଇଭର ପ୍ରୟାସ କରିଛନ୍ତି। ଶାର୍କ ପାଟି ଭିତରକୁ କ୍ୟାମେରା ଛାଡ଼ି ଭିତରର ଦୃଶ୍ୟକୁ ରେକର୍ଡ କରିଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ସ୍କୁବା ଡାଇଭର ସମୁଦ୍ର ଭିତରକୁ ଯାଇ ଶାର୍କର ସନ୍ଧାନ କରୁଛନ୍ତି। ପରେ ଏକ ଶାର୍କ ପାଟି ଭିତରେ ଗୋଟିଏ କ୍ୟାମେରା ଭର୍ତ୍ତି କରୁଛନ୍ତି। ଶାର୍କଟି କିଛି ସମୟ ପାଇଁ କ୍ୟାମେରାକୁ ଗିଳି ଦେଉଛି। ସେହି ସମୟ ଭିତରେ ତା’ ପାଟି ଭିତରର ଦୃଶ୍ୟ ସାମ୍ନାକୁ ଆସୁଛି। ଶାର୍କ ପାଟି ଭିତରୁ ବାହାରର ଦୃଶ୍ୟ ବି ରେକର୍ଡ ହୋଇଛି।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories