www.samajalive.in
Saturday, December 13, 2025
26.1 C
Bhubaneswar

ୟାମାହା ଆର୧୫ ସ୍ପୋର୍ଟ୍ସ ବାଇକ୍‌ର ତୃତୀୟ ସଂସ୍କରଣ

ନୂଆଦିଲ୍ଲୀ: ମଟର ସାଇକେଲ ନିର୍ମାତା କମ୍ପାନୀ ୟାମାହା ଆର୧୫ ସ୍ପୋର୍ଟ୍ସ ବାଇକ୍‌ର ତୃତୀୟ ସଂସ୍କରଣ ଭାରତରେ ବଜାର ପ୍ରବେଶ କରିଛି। ନୂଆଦିଲ୍ଲୀରେ ଏହାର ଏକ୍ସଶୋ’ରୁମ୍‌ ମୂଲ୍ୟ ୧.୨୫ ଲକ୍ଷ ଟଙ୍କା ରହିଛି। ୟାମାହା ଆର୧୫ର ପ୍ରଥମ ସଂସ୍କରଣ ବାଇକ୍‌ ୧୦ ବର୍ଷ ପୂର୍ବେ ୨୦୦୮ ଅଟୋ ଏକ୍ସପୋରେ ଲଞ୍ଚ୍‌ ହୋଇଥିଲା। ଏବେ ନୂଆ ସଂସ୍କରଣ ବାଇକ୍‌ ଷ୍ଟାଇଲ୍‌ ଓ ଅନ୍ୟ ବୈଶିଷ୍ଟ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ଯାହାକି ଯୁବବର୍ଗଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories