www.samajalive.in
Saturday, December 6, 2025
26.1 C
Bhubaneswar

କ’ଣ କହେ ବାସ୍ତୁ : ତୁଳସୀ, ମନିପ୍ଲାଣ୍ଟକୁ ଏକାଠି ରଖିବେ କି ନାହିଁ..

ହିନ୍ଦୁ ଧର୍ମର ମାନ୍ୟତାନୁସାରେ ବାସ୍ତୁ ଶାସ୍ତ୍ରରେ ମନି ପ୍ଲାଣ୍ଟ ଓ ତୁଳସୀ ବୃକ୍ଷ ଉଭୟ ଗୃହରେ ସକରାତ୍ମକ ଶକ୍ତି ଆଣିଥାଏ । ମାତ୍ର ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ୨ଟି ବୃକ୍ଷକୁ ଏକାଠି ରଖାଯିବା ଉଚିତ୍‌ କି ନୁହେଁ । ଏହି ୨ଟି ବୃକ୍ଷ ଘରେ ସୁଖ-ସମୃଦ୍ଧି ବୃଦ୍ଧି କରି ଥାନ୍ତି ।

ମନି ପ୍ଲାଣ୍ଟ ଆର୍ଥିକ ଉନ୍ନତିର ପ୍ରତୀକ ହୋଇଥିବା ବେଳେ ଘରର ଅଗଣାରେ ତୁଳସୀ ବୃକ୍ଷ ଥିଲେ ଘରେ ସୁଖସମୃଦ୍ଧି ବୃଦ୍ଧି ସହ ଧନର ଅଭାବ ରହିନଥାଏ ବୋଲି କୁହାଯାଏ । ଏହାକୁ ଏକାଠି ରଖିଲେ ମଧ୍ୟ ଘରେ ସୁଖ-ସମୃଦ୍ଧି ଓ ସକରାତ୍ମକ ଶକ୍ତିର ପ୍ରବେଶ କରିଥାଏ ।

- Advertisement -

ଘରେ ଏହି୨ଟି ବୃକ୍ଷ ଥିଲେ ମାନସିକ ଶାନ୍ତି ସହ ଶରୀର ସୁସ୍ଥ ରହିଥାଏ ବୋଲି ମଧ୍ୟ କୁହାଯାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ୨ଟି ବୃକ୍ଷକୁ ଐଶାନ୍ୟ କୋଣରେ ଲଗାଇବା ସର୍ବୋତ୍ତମ ।

ଅଛି କି ଆପଣଙ୍କ ରାଶି? ଏମାନଙ୍କୁ କରିବେ ମାଲାମାଲ୍‌, ଏକାଠି ହେବେ ଶନି-ବୁଧ..

ଏହି ସ୍ଥାନରେ ୨ଟି ବୃକ୍ଷ ଲଗାଇଲେ ବ୍ୟକ୍ତି କରଜରୁ ମୁକ୍ତି ମିଳିବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ମାତ୍ର ଏହି ୨ଟି ବୃକ୍ଷକୁ କଦାପି କଣ୍ଟାଯୁକ୍ତ ବୃକ୍ଷ ନିକଟରେ ରଖନ୍ତୁ ନାହିଁ ।

ବଡ଼ ଆଶ୍ୱସ୍ତି.. ଜାଣନ୍ତୁ ୨୨ ସେପ୍ଟେମ୍ବର ପରେ କେତେ ଟଙ୍କା ଶସ୍ତା ହେବ କ୍ଷୀର, ଘିଅ ସହ ଏସବୁ ଖାଦ୍ୟଜିନିଷ..

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories