ଅଛି କି ଆପଣଙ୍କ ରାଶି? ଏମାନଙ୍କୁ କରିବେ ମାଲାମାଲ୍‌, ଏକାଠି ହେବେ ଶନି-ବୁଧ..

ବୁଧ ଓ ଶନିଙ୍କ ଚଳନ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭାବ ପକାଏ । ଅନେକ ସମୟରେ ବୁଦ୍ଧିର କାରକ ବୁଧ ଓ କର୍ମଫଳଦାତା ଶନି ପରସ୍ପର ସହ ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୭ ସେପ୍ଟେମ୍ବରରେ ରାତି ୧୧ଟା୧୫ରେ ପରସ୍ପର ସହ ୧୮୦ ଡିଗ୍ରୀରେ ବୁଧ ଓ ଶନି ରହିବେ । ଏହାଦ୍ୱାରା ପ୍ରତିଯୁତି ଦୃଷ୍ଟି ଯୋଗ ସୃଷ୍ଟି ହେବ । ବୁଦ୍ଧି, ବ୍ୟବସାୟ ଓ … Continue reading ଅଛି କି ଆପଣଙ୍କ ରାଶି? ଏମାନଙ୍କୁ କରିବେ ମାଲାମାଲ୍‌, ଏକାଠି ହେବେ ଶନି-ବୁଧ..