www.samajalive.in
Saturday, December 6, 2025
23.1 C
Bhubaneswar

ଅଛି କି ଆପଣଙ୍କ ରାଶି? ଏମାନଙ୍କୁ କରିବେ ମାଲାମାଲ୍‌, ଏକାଠି ହେବେ ଶନି-ବୁଧ..

ବୁଧ ଓ ଶନିଙ୍କ ଚଳନ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭାବ ପକାଏ । ଅନେକ ସମୟରେ ବୁଦ୍ଧିର କାରକ ବୁଧ ଓ କର୍ମଫଳଦାତା ଶନି ପରସ୍ପର ସହ ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୭ ସେପ୍ଟେମ୍ବରରେ ରାତି ୧୧ଟା୧୫ରେ ପରସ୍ପର ସହ ୧୮୦ ଡିଗ୍ରୀରେ ବୁଧ ଓ ଶନି ରହିବେ । ଏହାଦ୍ୱାରା ପ୍ରତିଯୁତି ଦୃଷ୍ଟି ଯୋଗ ସୃଷ୍ଟି ହେବ ।

ବୁଦ୍ଧି, ବ୍ୟବସାୟ ଓ ବାଣୀର କାରକ ବୁଧ ଓ କର୍ମଫଳଦାତା ଓ ନ୍ୟାୟର ଦେବତାଙ୍କ ପ୍ରତିଯୁତି ଯୋଗ ଦ୍ୱାରା ୩ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

- Advertisement -

ମିଥୁନ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ବିଭିନ୍ନ କାର୍ଯ୍ୟରେ ସଫଳତା ସହ ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ମାନସିକ ଶାନ୍ତି ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ ।

କନ୍ୟା- ଏହି ରାଶିଙ୍କୁ ଅତ୍ୟନ୍ତ ଲାଭ ମିଳିବ । ଏକାଗ୍ରତା ବୃଦ୍ଧି ସହ ମନ ଶାନ୍ତ ରହିବ । ନିରାଶା ଦୂର ହେବ । ସଫଳତାର ନୂଆ ରାସ୍ତା ସାମ୍ନାକୁ ଆସିବ । ନୂଆ ନୂଆ ଯୋଜନା କରିବେ । ଅନେକ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ ।

ମକର- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ବଡ ପରିବର୍ତ୍ତନ ହେବ । ଦାୟିତ୍ୱ ମିଳିବ । ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନେକ କାମରେ ସଫଳତା ମିଳିବ ।

ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories