ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

ନୂଆଦିଲ୍ଲୀ : ଜିଏସଟିରେ ହୋଇଥିବା ପରିବର୍ତ୍ତନର ପ୍ରଭାବ ଗାଡି ଗୁଡିକରେ ଦେଖାଯିବା ଆରମ୍ଭ ହୋଇଛି । ଅନେକ କାର୍‌ କମ୍ପାନୀ ଦାମ୍‌ କମ୍‌ କରିଥିବା ନେଇ ଘୋଷଣା କରିଛନ୍ତି । ଏହା ମଧ୍ୟରେ Citroen ଇଣ୍ଡିଆ ଘୋଷଣା କରିଛି ଯେ, ନିକଟରେ ଲାଗୁ ହୋଇଥିବା ଜିଏସଟି ୨.୦ ପରିବର୍ତ୍ତନର ସମ୍ପୂର୍ଣ୍ଣ ଲାଭ ସିଧାସଳଖ ଗ୍ରାହକଙ୍କୁ ମିଳିବ । ଭାରତୀୟ ବଜାରରେ ୬ ଆଇସିଇ ମଡେଲ ବିକ୍ରି କରିଥାଏ । ଏଥିରେ ସି୩, ସି୩ଏକ୍ସ ମଧ୍ୟ ସାମିଲ ରହିଛି … Continue reading ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌