www.samajalive.in
Tuesday, December 9, 2025
17.1 C
Bhubaneswar

ମୋତି ଦୂର କରିଥାଏ ମାନସିକ ଦୁଶ୍ଚିନ୍ତା

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିନ୍ତାକୁ ଦୂର କରିଥାଆନ୍ତି। ଯେଉଁମାନଙ୍କ ରାଶିରେ ଚନ୍ଦ୍ରମା ଦୁର୍ବଳ ଅବସ୍ଥାରେ ରହିଥାଆନ୍ତି। ସେମାନେ ମୋତି ଧାରଣ କରିବା ଆବଶ୍ୟକ ଅଟେ। ଏତଦ୍‍ ବ୍ୟତୀତ କର୍କଟ ରାଶି ଥିବା ଲୋକମାନଙ୍କ ପାଇଁ ମୋତି ଧାରଣ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।
ମୋତି ଧାରଣ କରିବା ଦ୍ୱାରା ସମସ୍ତ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ।
ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ହୋଇଥାଏ।
ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି, ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ ଅଟେ।
ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି।


ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories