www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ ଶୁକ୍ର ଗ୍ରହ ସହ କାଚର ସମ୍ବନ୍ଧ ବିଷୟରେ ..

କାଚର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଛି। କିନ୍ତୁ ଅଲଗା ଅଲଗା ରଙ୍ଗର ସମ୍ବନ୍ଧ ଅନ୍ୟ ଗ୍ରହ ସହ ରହିଛି। କାଚର ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଏହା ସିଧା ସଳଖ ଶୁକ୍ର ଗ୍ରହ ଉପରେ ପ୍ରଭାବ ପକାଇଥାଏ। ଦୈନିକ ଜୀବନରେ କାଚର ବହୁଳ ମାତ୍ରାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାକୁ ସାବଧାନତାର ସହ ବ୍ୟବହାର କରିବା ଉଚିତ।

ଘରେ କାଚ ବସ୍ତୁର ବ୍ୟବହାର କମ୍‍ କରିବା ଉଚିତ।
ନଚେତ ଏହା ସମ୍ପର୍କରେ ସମ୍ବେଦନଶୀଳ ହୋଇଯାଏ।
କାଚର ବସ୍ତୁ ଭାଙ୍ଗିବା ଅଶୁଭ ହୋଇଥାଏ।
କାଚର ବାସନ ବ୍ୟବହାର କରିବା ଦ୍ୱାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ।
ତେଣୁ ଆବଶ୍ୟକ ଅନୁସାରେ କାଚର କୌଣସି ଦ୍ରବ୍ୟ ବ୍ୟବହାର କରନ୍ତୁ।
ଆବଶ୍ୟକ ନଥିଲେ କୌଣସି କାଚର ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
କାଚର ଦ୍ରବ୍ୟ ବ୍ୟବହାର କରିବା ସମୟରେ ସର୍ବଦା ସାବଧାନ ରୁହନ୍ତୁ।ଦର୍ପଣର ବ୍ୟବହାର ସମୟରେ ଧ୍ୟାନ ଦିଅନ୍ତୁ:
ଦର୍ପଣ ଜୀବନରେ ଯେକୌଣସି ଦ୍ରବ୍ୟକୁ ଦୁଇ ଗୁଣ କରିଥାଏ।
ଏହା ସହ ନିଜର ସ୍ଥିତି ମଧ୍ୟ ଦର୍ପଣରେ ଦେଖି ହୋଇଥାଏ।
ଘରେ ଦର୍ପଣ ବ୍ୟବହାର କରିବା ବେଳେ ସର୍ବଦା ସାବଧାନ ରୁହନ୍ତୁ।
ଦର୍ପଣକୁ ସର୍ବଦା ସଫାସୁତୁରା ରଖନ୍ତୁ।
ଘରେ ଅଧିକ ଦର୍ପଣ ଲଗାନ୍ତୁ ନାହିଁ।
ଭଙ୍ଗା ଦର୍ପଣକୁ କେବେ ବି ଘରେ ରଖନ୍ତୁ ନାହିଁ।
ଶୋଇବା ଘରେ ଦର୍ପଣ ଆଡକୁ ଗୋଡ କରି ଶୁଅନ୍ତୁ ନାହିଁ।କାଚ ସମ୍ବନ୍ଧରେ ବିଶେଷ କଥା:
ଘରେ କାଚର କବାଟ ଓ ଝରକା ଲଗାନ୍ତୁ ନାହିଁ।
ଯଦି କାଚର ଝରକା ଓ କବାଟ ଲଗାଇବାକୁ ଚାହୁଁଛନ୍ତି ତେବେ ଧୂଆଁ ପରି ଦେଖାଯାଉଥିବା କାଚ ଲଗାନ୍ତୁ।
କାଚ ଭାଙ୍ଗିବାର ଦେଖିଲେ ଏହା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।
ଏହା ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିଥାଏ।
ଯେତେ ସମ୍ଭବ କାଚର ଦ୍ରବ୍ୟକୁ ଉପହାର ରୂପେ ଦିଅନ୍ତୁ ନାହିଁ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories