www.samajalive.in
Saturday, December 6, 2025
23.1 C
Bhubaneswar

କ୍ରେମିନା ସହରକୁ ଅକ୍ତିଆର କଲା ୟୁକ୍ରେନ୍‍

ଡେସ୍କ: ରୁଷ ସୈନ୍ୟମାନେ ପୂର୍ବ ୟୁକ୍ରେନ୍‍ର କ୍ରେମିନା ସହରକୁ ଅକ୍ତିଆର କରିନେଇଛନ୍ତି। ସେଠାକାର ଗଭର୍ଣ୍ଣର ଏକ ବିବୃତିରେ କହିଛନ୍ତି, ୟୁକ୍ରେନର ସୈନ୍ୟମାନେ ସେଠାରୁ ଓହରି ଆସିଛନ୍ତି। ଇତିମଧ୍ୟରେ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା କହିଛି ରୁଷ ସୈନ୍ୟମାନେ ଚେନ୍ନୋବିଲ୍‍ ପରମାଣୁ ଶକ୍ତି କାରଖାନା ପରିତ୍ୟାଗ କରିବା ପରେ ତାହା ସହ ଯୋଗାଯୋଗ ପୁନଃସ୍ଥାପିତ ହୋଇଥିବା ବିଷୟ ୟୁକ୍ରେନର ପରମାଣୁ ଶକ୍ତି ନିୟନ୍ତ୍ରଣକାରୀ ସଂସ୍ଥା ଜଣାଇଛି। ଆଉ ଏକ ଘଟଣାକ୍ରମରେ ବ୍ରିଟେନ ଟିକସ କର୍ତ୍ତୃପକ୍ଷ କହିଛନ୍ତି ମସ୍କୋ ଷ୍ଟକ୍‍ ଏକ୍ସଚେଞ୍ଜଠାରୁ ସ୍ୱୀକୃତିପ୍ରାପ୍ତ ଷ୍ଟକ୍‍ ଏକ୍ସଚେଞ୍ଜର ମର୍ଯ୍ୟାଦା ପ୍ରତ୍ୟାହାର କରିନେବାକୁ ବ୍ରିଟେନ୍‍ ଚାହୁଁଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories