www.samajalive.in
Saturday, December 6, 2025
16.1 C
Bhubaneswar

ମଝି ରାସ୍ତାରେ ଅଧ୍ୟାପକଙ୍କୁ ହାଣିଲେ

ମୟୂରଭଞ୍ଜ: ମେଘାସନ ଡିଗ୍ରୀ କଲେଜର ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ। ବାଇକରେ ଦୁଇ ଜଣ ଯୁବକ ଆସି ମଝି ରାସ୍ତାରେ ଅଧ୍ୟାପକଙ୍କୁ ହାଣିଲେ। ମୟୂରଭଞ୍ଜ ଜିଲା ଉଦଳା–ପୋଡାହାଟ ନିକଟ ଏନଏଚ କୁକୁରଡିମା ଛକରେ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଫଳରେ ଅଧ୍ୟାପକଙ୍କ କାନ୍ଧରେ ଭୂଜାଲି ବାଜିଥିବାରୁ ଆହତ ଅବସ୍ଥାରେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଧ୍ୟାପକ ଜଣଙ୍କ ହେଲମେଟ୍‌‌ ପିନ୍ଧିଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories