www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ନାକୁ ଆସିଲା ‘ଟାଇପ ରାଇଟର’ର ପ୍ରଥମ ଲୁକ୍‍

ମୁମ୍ବଇ : ଆଗାମୀ ୱେବସିରିଜ୍‍ ‘ଟାଇପ ରାଇଟର’ର ପ୍ରଥମ ଲୁକ୍‍ ବୁଧବାର ସାମ୍ନାକୁ ଆସିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ୱେବ ସିରିଜର ଲୁକ୍‍ ଶେୟାର କରିଛନ୍ତି। ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ ସୁଜୟ ଘୋଷ ଏହି ୱେବ ସିରିଜ ଜରିଆରେ ଡିଜିଟାଲ ଦୁନିଆରେ ପ୍ରଥମ ଥର ପାଦ ଥାପିବେ। ସୂଚନା ଅନୁସାରେ, ‘ଟାଇପ ରାଇଟର’ ଚଳିତ ମାସ ୧୯ ତାରିଖରେ ନେଟଫ୍ଲିକ୍ସରେ ପ୍ରସାରିତ ହେବ।
ଉଲ୍ଲେଖଯୋଗ୍ୟ, ଏଥିରେ ଏକ ଖରାପ ଆତ୍ମାକୁ ଆୟତ୍ତକୁ ଆଣିବାର କାହାଣୀ ଦେଖିବାକୁ ମିଳିବ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories