Browsing

Video

iPhone16 କିଣିବା ପାଇଁ ଲମ୍ବା ଲାଇନ୍‌‌

ଆଜିଠୁ ଭାରତରେ ଆଇଫୋନ୍‌‌-୧୬ର ବିକ୍ରି ଆରମ୍ଭ ହୋଇଛି। ସକାଳ ୮ଟାରୁ ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌‌ ଷ୍ଟୋର ଖୋଲିଥିବା ବେଳେ ଆଇଫୋନ୍‌‌-୧୬ କିଣିବା ପାଇଁ ଉତ୍କଣ୍ଠାର ସହ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆପଲର ଆଇଫୋନ୍…
Read More...

ଆରେ ବାଃ… ଚତୁର ହାତୀ, ତାରବାଡ଼ରେ ବିଦ୍ୟୁତ ଅଛି କି ନାହିଁ ପ୍ରଥମେ ଯାଞ୍ଚ କଲା ଆଉ ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ହାତୀ ବୁଦ୍ଧିଆ ଜନ୍ତୁ ଭାବେ ପରିଚିତ। ଛୁଆ ହାତୀଠାରୁ ଆରମ୍ଭ କରି ବଡ଼ ହାତୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୌତୁକିଆ ଢଙ୍ଗ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏମିତି ଏକ ଭିଡିଓ ଏବେ ସାମାଜିକ…
Read More...

ଦେଖନ୍ତୁ ଭିଡିଓ: ମାଣ୍ଡିଆ ଓ ଡାଲିରେ କିପରି ମୋଦୀଙ୍କ ଚିତ୍ର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲା ୧୩ ବର୍ଷର ଝିଅ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।  ତେବେ ସବୁଠୁ ନିଆରା…
Read More...

ବାଲେଶ୍ୱରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟା ସ୍ଥିତି ଉଦ୍‌‌ବେଗଜନକ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲାରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମୀକ୍ଷା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଲାରେ…
Read More...

ଆତିଶୀ ମାର୍ଲେନା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନା। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମରେ ମୋହର ବାଜିଛି।…
Read More...

ସ୍ୱପ୍ନରେ ଦେଖିନଥିବେ ଏଭଳି ମାଟିର ଘର; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ସହରର କୋଳାହଳ ଜୀବନରୁ କିଛି ସମୟ ବାହାର କରି ଶାନ୍ତିରେ ରହିବାକୁ ସମସ୍ତେ ପ୍ରାୟତଃ ପସନ୍ଦ କରନ୍ତି। ମାନସିକ ଚାପ ଏବଂ ଚିନ୍ତାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକାମାନେ କାମରୁ ବିରତି ନେଇ…
Read More...

ଆଖି ସାମ୍ନାରେ ଘଟିଲା ବିରାଟ ଭୂସ୍ଖଳନ, ଭିଡିଓରେ କଏଦ କଲେ ପର୍ଯ୍ୟଟକ

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡରେ ଅଧିକାଂଶ ସମୟରେ ଭୂସ୍ଖଳନ ଘଟିବାର ନଜିର ରହିଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବୁଲିବା ପାଇଁ ପ୍ରାୟ ସମୟରେ…
Read More...

ଚଳନ୍ତା ଅଟୋରୁ ଡେଇଁ ପଡ଼ିଲା କୁମ୍ଭୀର, ନାକେଦମ ହେଲେ ବନ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ କୁମ୍ଭୀର ନଦୀରୁ ବାହାର ଜନବସତିକୁ ଚାଲିଆସୁଛନ୍ତି। ଏଥିଯୋଗୁ ଅନେକ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି। ରାଜ୍ୟର ଶୋପୁର ଅଞ୍ଚଳରୁ ଗୁରୁବାର…
Read More...

ଦେଖନ୍ତୁ ଭିଡିଓ: ଟ୍ରାକ ଛାଡ଼ି କ୍ଷେତରେ ପଶିଲା ଟ୍ରେନ

ସମାଜ ଡିଜିଟାଲ ଡେସ୍କ: ଟ୍ରାକ ଛାଡ଼ି ଚାଷ ଜମିରେ ପଶିଲା ଟ୍ରେନ। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବିହାରର ଗୟା ଜିଲାରୁ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି, ଯାହାକୁ ନେଇ ଲୋକମାନେ…
Read More...

ସୁଭଦ୍ରା ଆକାଉଣ୍ଟକୁ ଗଲା ୧ ଟଙ୍କା, ୧୭ ତାରିଖକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

ସମାଜ ଡିଜିଟାଲ ଡେସ୍କ: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଯାଇଛି। ପରୀକ୍ଷାମୂଳକ ଭାବେ ଏହି ଟଙ୍କା ପଠାଯାଇଥିବା ‘ସୁଭଦ୍ରା’ ସଚେତନତା ଶୋଭାଯାତ୍ରାରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ…
Read More...